ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସାବିତ୍ରୀ ରଥୋ

0
329

କଟକ:ଜଷ୍ଟିସ ସାବିତ୍ରୀ ରଥୋ ଗୁରୁବାର ଦିନ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍ ତାଙ୍କୁ ଶପଥ ପାଠ କରାଇଛନ୍ତି।କରୋନା ପାଇଁ ନିରାଡ଼ମ୍ବର ଭାବେ ଓ ସାମାଜିକ ଦୂରତା ନୀତି ଅନୁସରଣ କରି ହାଇକୋର୍ଟର ସମ୍ମିଳନୀ ହଲରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ କାର୍ଯ୍ୟ ନିର୍ବାହି ଅଧିକାରୀମାନଙ୍କ ସହିତ ପୋଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here