ବିଶ୍ୱ ପରିବେଶ ଦିବସରେ ମୁଖ୍ୟ ସଡ଼କରେ ବଟ ବୃକ୍ଷ ରୋପଣର ଶୁଭାରମ୍ଭ

0
328

ବେଳଗୁଣ୍ଠା(ନ୍ୟୁଜଏକ୍ସଟ୍ରା/ଶିବରାମ ଚୌଧୁରୀ) ଏହି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାପ ର ବେଲ ପୁଞ୍ଜି ଠାରୁ ମଙ୍ଗଳପୁର ରୋଡ ଏସ ହେଚ 30 ର ଉଭୟ ପାଶ୍ୱରେ ବନ ଜିଭାଗ ଦ୍ବାରା ବିଶ୍ୱ ପରିବେଶ ଦିବସରେ ବୁଗୁଡା ରେଞ୍ଜର ଫକୀର ଚରଣ ବେହେରାଙ୍କ ଦ୍ୟାରା ବଟ ବୃକ୍ଷ ରୋପଣ ର ଶୁଭାରମ୍ଭ କରିଥିଲେ। ଏହି ପରିପେକ୍ଷି ରେ ଜିଲିବା ବିଟ ର ବନରଖି ପ୍ରଶାନ୍ତ କୁମାର ପଳେଇ ବନପାଳ ଅଭିରାମ ଖିଲ ଓ ବନରଖି କ୍ଷୀରୋଦ ଗୌଡ଼ ସହଯୋଗ କରିଥିଲେ। ଦୁଇ ଦିନରେ ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରାୟ 120 ଟି ବଟ ବ୍ରୂଖ୍ଯ ରୋପଣ କରାଯାଇଥିବା ଜଣାପଡ଼ିଛି

LEAVE A REPLY

Please enter your comment!
Please enter your name here