ପୁଣି ରାଜ୍ୟରେ ୨୦ କରୋନା ପଜିଟିଭ ଚିହ୍ନଟ

0
375

ଭୁବନେଶ୍ୱର: ରାଜ୍ୟରେ ପୁଣି ୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ ହୋଇଛି । ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୭ଜଣ ଗଞ୍ଜାମରୁ ହୋଇଥିବାବେଳେ ୨ଜଣ ସୁନ୍ଦରଗଡ ଓ ଜଣେ ବୌଦ୍ଧରୁ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here