ଭାରତରେ ଆକ୍ରମଣ କରିପାରନ୍ତି ପାକିସ୍ତାନୀ ଆତଙ୍କବାଦୀ: ଆମେରିକା

0
774

ୱାଶିଂଟନ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ଆକ୍ରମଣ କରିପାରନ୍ତି ବୋଲି ଆମେରିକା ଆଶଙ୍କା କରିଛି। ପାକିସ୍ତାନ ଯଦି ଆତଙ୍କବାଦୀମାନଙ୍କୁ କାବୁ କରି ରଖିବ, ତା’ହେଲେ ଆକ୍ରମଣକୁ ରୋକାଯାଇ ପାରିବ ବୋଲି ଆମେରିକା କହିଛି। ଆମେରିକାର ଭାରତ-ପ୍ରଶାନ୍ତ ସୁରକ୍ଷା ବ୍ୟାପାର ସହାୟକ ରକ୍ଷାମନ୍ତ୍ରୀ ରୈଣ୍ଡଲ ସାଇବର ୱାଶିଂଟନରେ କହିଛନ୍ତି, କାଶ୍ମୀର ପ୍ରସଙ୍ଗରେ ଭାରତର କଡ଼ା ପଦକ୍ଷେପ ପରେ ଆତଙ୍କବାଦୀମାନେ ସୀମା ପାର କରି ଭାରତରେ ଆକ୍ରମଣ କରିପାରନ୍ତି ବୋଲି ଅନେକ ଦେଶ ମଧ୍ୟରେ ଭୟ ରହିଛି।

LEAVE A REPLY

Please enter your comment!
Please enter your name here