ଚକ୍ ଓ କାଠ ରେ ସୂକ୍ଷ୍ମ ଅଷ୍ଟ କାଳୀ ତିଆରି କରିଲେ ବାଲୁକା ଶିଳ୍ପୀ ସତ୍ୟ

0
195

ବ୍ରହ୍ମପୁର:ଚକ୍ ଓ କାଠ ରେ ସୂକ୍ଷ୍ମ ଅଷ୍ଟ କାଳୀ ତିଆରି କରିଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା।ସେ ସମସ୍ତ ଙ୍କୁ ସବୁଜ ଦୀପାବଳୀ ପାଳନ କରିବା କୁ କହିଛନ୍ତି। ଆସନ୍ତୁ ସମସ୍ତେ ମିଳିମିଶି ମାଟି ଦୀପ ଜଳେଇବା କୁମ୍ଭାର କାରିଗର ମାନଙ୍କୁ ସାହାଯ୍ୟ କରିବା। ବିନା ବାଣରେ ଦୀପାବଳୀ ପାଳନ କରିବା ଚକ୍ ରେ 6ଟି, କାଠ ରେ 2ଟି ତିଆରି କରିଛନ୍ତି। ଚକ୍ ରେ ନିର୍ମିତ ବଷ୍ଣବ କାଳୀ ମା ଙ୍କ ଉଚ୍ଚତା 1.6cm,1.8cm,2cm,1.9cm.2cm, 2.4cm.କାଠ ରେ ମା ତାର ଙ୍କ ଉଚ୍ଚତା 3cm, ଏବଂ ଶିବାରୁଢା କାଳୀ ଙ୍କ ଉଚ୍ଚତା 3.2cm
ଏହା ସହ 8ଟି ଦୀପ ଚକ୍ ରେ ନିର୍ମିତ କରିଛନ୍ତି ଯାହାର ଉଚ୍ଚତା 2mm ରେ 3ଟି,4mm ରେ 3ଟି ଓ 6mm ରେ 2ଟି।
ଏହା କରିବା କୁ ସତ୍ୟ ଙ୍କୁ ଗୋଟିଏ ଦିନ ଲାଗିଥିଲା
ବାଣ ରେ ଅଯଥା ପଇସା ଖର୍ଚ୍ଚ ନ କରି। ସେ ପଇସା କୁ ଗରିବ ପରିବାର ଓ ପିଲାଙ୍କୁ କିଛି କିଣି ଦେବା ତାଙ୍କ ମୁହଁରେ ହସ ଫୁଟେଇବା

LEAVE A REPLY

Please enter your comment!
Please enter your name here