ଦିଗପହଣ୍ଡି ନଗର କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

0
180

ଦିଗପହଣ୍ଡି – ଦିଗପହଣ୍ଡି ନଗର କଂଗ୍ରେସ ପକ୍ଷରୁ ମଙ୍ଗଳବାର ଦିନ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଇଥିବା ଜଣାପଡ଼ିଛି । ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ପ୍ରଫୁଲ୍ଲ ପଣ୍ଡାଙ୍କ ଅଧ୍ଯକ୍ଷତାରେ ଉପାଧ୍ୟକ୍ଷା କେ . ପୂଜା , କାଉନସିଲର ସନ୍ତୋଷିନୀ ବେହେରା , ମାମୁନୀ ବେହେରା , ସୁନୀଲ ପଣ୍ଡା , ଇ . ଗାୟତ୍ରୀ , ଦୀପକ ମିଶ୍ର , ପ୍ରତିନିଧି ଇ . ଶଙ୍କର , ରଞ୍ଜିତ ବେହେରା , କଂଗ୍ରେସ କର୍ମୀ ଗୌର ଚନ୍ଦ୍ର ପୂଜାରୀ , କେଶବ ରାଓ ପ୍ରମୁଖ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ପରିସରରେ ରହିଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ଅଭୂଲା ସ୍ମୃତିକୁ ମନେ ପକାଇ ବକ୍ତବ୍ୟ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here