ହରି ମାଷ୍ଟ୍ରେ ଏବେ ଆରପାରିରେ

0
386

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବଡ ଖଇରଖମା ପଞ୍ଚାୟତର ହରିହର ପ୍ରଧାନଙ୍କ ଦେହାନ୍ତ ହୋଇଛି । ସେ ପୂର୍ବତନ ସରପଞ୍ଚ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ । ଶିକ୍ଷକତାରୁ ଅବସର ନେବା ପରେ ସେ ଅଞ୍ଚଳ ରାଜନୀତିରେ ସକ୍ରିୟ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ସେ ଜଣେ ମେଳାପି, ମିଷ୍ଠବାସୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here