ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ। ଉମରକୋଟ

0
199

ଉମରକୋଟ :ଉମରକୋଟ କୋଣ୍ଡାଗାଁ ରୋଡ଼ ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର। ଏଥିରେ ୪୨ ଜଣ ଭିନ୍ନକ୍ଷମଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ ଦିଆଯାଇଥିଲା। ଦୃଷ୍ଟି ହିନ ୫ ଜଣ, ମାନସିକ ବିକୃତି ୧୨ ଜଣ,କାନ ନ ଶୁଣିବା ୧୧ ଜଣ ଓ ଦିବ୍ୟାଙ୍ଗ ୨୩ ଜଣଙ୍କୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୈାର ଅଧ୍ୟକ୍ଷା ରାଧା ଭତ୍ରା, ସମ୍ମାନିତ ଅତିଥି ଭାବେ ସୁଧାଂଶୁ ଦାସ, ଜିଲ୍ଲା ସିକୁରିଟି ଅଫିସର ସୁଧାଂଶୁ ପାତ୍ର ପୈରପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଋଷିମାଝୀ ଜଗାଣ ଅଧିକାରୀ ରାମଚନ୍ଦ୍ର ଖିଲ ବ୍ଳକ ଇନ୍ଚାର୍ଜ ସୋସିଆଲ ସିକୁରେଟି ଅଫିସର ସ୍ବପ୍ନା ମଲ୍ଲିକ ଓ ପୈରପରିଷଦ ର ସମସ୍ତ କର୍ମଚାରୀ ସମସ୍ତ ୱାର୍ଡର ୱାର୍ଡ ମେମ୍ବର ଉପସ୍ଥିତ ରହିଥିଲେ କିନ୍ତୁ ଏହି ଶିବିରରେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଅଣଦେଖା କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା

ରିପୋର୍ଟ:କ୍ରିଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here