ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ଉମରକୋଟ ଶାଖାର କମିଟି ଚୟନ ବୈଠକ ଅନୁଷ୍ଠିତ

0
191

ଉମରକୋଟ :ଆଜି ଉମରକୋଟ ଠାରେ ଓଡିଶା ମୋଟର ଚାଳକ ସଂଘ ର ଏକ ବୈଠକ ଅନୁଷ୍ଠିତ ଆଜି ଉମରକୋଟ ଠାରେ ଓଡିଶା ମୋଟର ଚାଳକ ସଂଘ ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ଉମରକୋଟ ଶାଖାର କମିଟି ଚୟନ କରାଯାଇଥିଲା ।ଉକ୍ତ ବୈଠକରେ ନବରଙ୍ଗପୁର ଜିଲ୍ଲାର ଦସଗୋଟି ଶାଖା ର କର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ ।ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବାର୍ତ୍ତ ହରିଜନ ସଦସ୍ୟ ମାନେ ନିଜ ନିଜ ଭିତରେ ଭାଇଚାରା ସୃଷ୍ଟି କରି ଶୃଙ୍ଖଳିତ ଭାବେ କିଭଳି ଭାବେ ସଂଗଠନ କୁ ଆଗକୁ ନିଆଯାଇପାରିବ ସେହି ବିଷୟରେ ବୁଝେଇଥିଲେ ।
ଚାଳକ ମାନେ ପ୍ରତ୍ୟେକ କ୍ଷେତ୍ରରେ ଅବହେଳିତ ହୋଇ ରହିଛନ୍ତି ।ବର୍ତ୍ତମାନ ସୁଦ୍ଧା ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ କୌଣସି ପ୍ରକାର ସହାୟତା ଦିଆଯାଇନାହିଁ ।ମୋଟର ଚାଳକ ସଂଘ ତରଫରୁ ଚାଳକ ମାନଙ୍କ ପାଇଁ ବିଧାନସଭା ରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ଚାଳକ କଲ୍ୟାଣ ପାଣ୍ଠି ଗଠନ କରିବାକୁ ଦାବି କରାଯାଇଥିବା ରାଜ୍ୟ ସମ୍ପାଦକ ଗୁରୁପ୍ରସାଦ ପଣ୍ଡା ନିଜର ବକ୍ତବ୍ୟ ରଖିଥିଲେ ।ଏବଂ ପରିଶେଷରେ ଉମରକୋଟ ଶାଖା କମିଟିକୁ ଘୋଷଣା କରିଥିଲେ ।ଅଶୋକ କୁମାର ବେବର୍ତା ଙ୍କୁ ସର୍ବସମ୍ମତି କ୍ରମେ ସଭାପତି ଭାବେ ଚୟନିତ କରଯାଇଛି ।ବୈଠକରେ ପାପଡାହାଣ୍ଡି ସମ୍ପାଦକ ସୁରଜିତ ପଟନାୟକ, ମୈଦଲପୁର ସଭାପତି ନରହରି ନାୟକ, ଝରିଗାଁ ସଭାପତି ସତ୍ୟନାରାୟଣ ନାୟକ,ନବରଙ୍ଗପୁର ସଂପାଦକ ଅନନ୍ତ ରାମ ବେହେରା, କୋଷଗୁମୁଡ଼ା ଶାଖା ସଭାପତି ଅଖିଳ ଭତ୍ରା, ଏବଂ ସମସ୍ତ ଶାଖାର ସଦସ୍ୟ ଯୋଗ ଦେଇଥିଲେ ।ବୈଠକ କୁ ସନ୍ତୋଷ କୁମାର ମିଶ୍ର, ସୁରବାବୁ, ବିଦ୍ୟା ଧର ଗୌଡହୋଇଥିଲା।ଉକ୍ତ ବୈଠକରେ ଉମରକୋଟ ଶାଖାର କମିଟି ଚୟନ କରାଯାଇଥିଲା ।ଉକ୍ତ ବୈଠକରେ ନବରଙ୍ଗପୁର ଜିଲ୍ଲାର ଦସଗୋଟି ଶାଖା ର କର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ ।ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବାର୍ତ୍ତ ହରିଜନ ସଦସ୍ୟ ମାନେ ନିଜ ନିଜ ଭିତରେ ଭାଇଚାରା ସୃଷ୍ଟି କରି ଶୃଙ୍ଖଳିତ ଭାବେ କିଭଳି ଭାବେ ସଂଗଠନ କୁ ଆଗକୁ ନିଆଯାଇପାରିବ ସେହି ବିଷୟରେ ବୁଝେଇଥିଲେ ।
ଚାଳକ ମାନେ ପ୍ରତ୍ୟେକ କ୍ଷେତ୍ରରେ ଅବହେଳିତ ହୋଇ ରହିଛନ୍ତି ।ବର୍ତ୍ତମାନ ସୁଦ୍ଧା ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ କୌଣସି ପ୍ରକାର ସହାୟତା ଦିଆଯାଇନାହିଁ ।ମୋଟର ଚାଳକ ସଂଘ ତରଫରୁ ଚାଳକ ମାନଙ୍କ ପାଇଁ ବିଧାନସଭା ରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ଚାଳକ କଲ୍ୟାଣ ପାଣ୍ଠି ଗଠନ କରିବାକୁ ଦାବି କରାଯାଇଥିବା ରାଜ୍ୟ ସମ୍ପାଦକ ଗୁରୁପ୍ରସାଦ ପଣ୍ଡା ନିଜର ବକ୍ତବ୍ୟ ରଖିଥିଲେ ।ଏବଂ ପରିଶେଷରେ ଉମରକୋଟ ଶାଖା କମିଟିକୁ ଘୋଷଣା କରିଥିଲେ ।ଅଶୋକ କୁମାର ବେବର୍ତା ଙ୍କୁ ସର୍ବସମ୍ମତି କ୍ରମେ ସଭାପତି ଭାବେ ଚୟନିତ କରଯାଇଛି ।ବୈଠକରେ ପାପଡାହାଣ୍ଡି ସମ୍ପାଦକ ସୁରଜିତ ପଟନାୟକ, ମୈଦଲପୁର ସଭାପତି ନରହରି ନାୟକ, ଝରିଗାଁ ସଭାପତି ସତ୍ୟନାରାୟଣ ନାୟକ,ନବରଙ୍ଗପୁର ସଂପାଦକ ଅନନ୍ତ ରାମ ବେହେରା, କୋଷଗୁମୁଡ଼ା ଶାଖା ସଭାପତି ଅଖିଳ ଭତ୍ରା, ଏବଂ ସମସ୍ତ ଶାଖାର ସଦସ୍ୟ ଯୋଗ ଦେଇଥିଲେ ।ବୈଠକ କୁ ସନ୍ତୋଷ କୁମାର ମିଶ୍ର, ସୁରବାବୁ, ବିଦ୍ୟା ଧର ଗୌଡ

ରିପୋର୍ଟ:କ୍ରିଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here