ବୁଗୁଡା କୋର୍ଟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0
293

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ଜାନୁଆରୀ ୧୫ ତାରିଖ ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ପରିନିତା ନାୟକ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଦକ୍ଷିଣ ଘୁମୁସର ବନଖଣ୍ଡ ଏ.ସି.ଏଫ. ପ୍ରଭାକର ନାୟକ, ବାର ଆସୋସିଏସନ ସଭାପତି ମିହିର କୁମାର ପାଣିଗ୍ରାହୀ, ଅଧିବକ୍ତା ବିଭୁଦତ୍ତ ନାୟକ, ଭକ୍ତରାମ ଦାସ, ସାଇ ସନ୍ତୋଷିନୀ ପ୍ରଧାନ, ହରପ୍ରସାଦ ଦାସ, ସୁଶାନ୍ତ କୁମାର ସେଠୀ, ପ୍ରଭାତ କୁମାର ଜେନା, କାହ୍ନୁ ଚରଣ ସାହୁ, ଶ୍ରୀକାନ୍ତ ଶତପଥୀ ପ୍ରମୁଖ ଆଡଭୋକେଟ ବୃନ୍ଦ ଯୋଗଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here