ଉପ-ଜିଲ୍ଲପାଳଙ୍କ ବାସ ଭବନରୁ ୫ ଫୁଟର ନାଗ ଉଦ୍ଧାର

0
179

ବ୍ରହ୍ମପୁର: ବ୍ରହ୍ମପୁର ଉପ-ଜିଲ୍ଲପାଳଙ୍କ ବାସ ଭବନ ପରିସରରୁ ଏକ ୫ ଫୁଟର ନାଗ ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ସୂଚନା ମୂତାବକ ଆଜି ଉପ ଜିଲ୍ଲପାଳଙ୍କ ବାସଭବନ ପରିସରରେ ଏକ ବିରାଟକାୟ ସାପ ବୁଲୁଥିବାର କର୍ମଚାରୀମାନେ ଦେଖିଥିଲେ । ଏହାପରେ ସେମାନେ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ । ଖବର ପାଇ ସ୍ୱେକ ହେଲ୍ପ ଲାଇ ସଦସ୍ୟ ସ୍ୱାଧିନ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି କୌଶଳକ୍ରମେ ୫ ଫୁଟର ନାଗ ସାପଟିକୁ ଉଦ୍ଧାର କରିଥିଲେ । ଏହାପରେ ବନ ବିଭାଗର ନିର୍ଦ୍ଦେଶକ୍ରମେ ସାପଟିକୁ ସଂରକ୍ଷିତ ଜଙ୍ଗଳରେ ଛଡା ଯାଇଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here