ହାଇଡ୍ରା ଫେସିଆଲ ଓ ବୈଦିକ ପେଡିକ୍ୟୁର ଚାର୍ମ ଓ ରିଫ୍ଲେକ୍ସନ ଦ୍ୱାରା ଲଂଞ୍ଚ କରାଗଲା

0
306

ଭୁବନେଶ୍ୱର: ଭୁବନେଶ୍ୱରର ପ୍ରତିଷ୍ଠିତ wellness ସେଣ୍ଟର ଚାର୍ମ ଓ ରିଫ୍ଲେକ୍ସନ ଦ୍ୱାରା ଆଜି କଳସି ପେଟ୍ରୋଲ ପମ୍ପ ନିକଟରେ ଥିବା ଏହାର କ୍ଲିନିକରେ ଲଂଞ୍ଚ କରାଯାଇଅଛି । ଓଲିଓଡ଼ର ଅଗଧାଡ଼ିର ନାୟିକା ଏଲୀନା ସାମନ୍ତରାୟ, ଉଷଶୀ ମିଶ୍ର ଓ ମାମା ମିଶ୍ର ଯୋଗ ଦେଇଥିଲେ ।

ଭୁବନେଶ୍ୱରରେ ପ୍ରଥମ ଥର ପାଇଁ କୋରିଆନ ହାଇଡ୍ରା ଫେସିଆଲ ଲଂଞ୍ଚ କରାଯାଇଥିବାରୁ ଅତିଥି ମାନେ ପ୍ରସଂଶା କରିଥିଲେ । ଅନୁଷ୍ଠାନର ନିର୍ଦେଶିକା ସ୍ମୃତି ମହାପାତ୍ର ଓ ନମିତା ଦାଶ ଏହି ଚିକିଛା ଦ୍ୱାରା ସ୍ମାର୍ଟ ସିଟିର ଲୋକ ମାନେ ଅତ୍ୟାଧୁନିକ ପ୍ରଣାଳୀର ଫେସିଆଲ ପାଇପାରିବେ ବୋଲି କହିଥିଲେ ।

ଶୀତଦିନେ ଲୋକ ମାନେ ବିନା କେମିକାଲରେ ପାଦ ଫଟା ଠାରୁ ଆରମ୍ଭ କରି ମୁଣ୍ଡ ରୂପିର ଚିକିସ୍ଛା ପାଇପାରିବେ ବୋଲି ଜଣାଇଥିଲେ । ଏହି ଅବସରରେ ବିଶିଷ୍ଠ ଡ୍ରେସ ଡେଜିନେର ରାମୁଲି ପଟନାୟକ ଯୋଗ ଦେଇ ମୁମ୍ବାଇ ଭଳି ଓଡିଶାରେ ଭି ଏହି ଚିକିଛା ହେଉଥିବାରୁ ଖୁସି ବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here