ବାସନ୍ତୀ ଦୁର୍ଗା ମିନିଟ୍ରକ ଓନର୍ସ ସଂଘର ନୂତନ କର୍ମକର୍ତ୍ତା

0
273

ଭୁବନେଶ୍ୱର : ବାସନ୍ତୀ ଦୁର୍ଗା ମିନିଟ୍ରକ ଆସୋସିଏସନ ପକ୍ଷରୁ ଏକ ସାଧାରଣ ସଭା ରସୁଲଗଡ ସ୍ଥିତ କାର୍ଯାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ସଭାରେ ବିଗତ ବର୍ଷର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ହେବା ସହିତ ସର୍ବ ସମ୍ମତି କ୍ରମେ ଆଗାମୀ ବର୍ଷ ପାଇଁ କର୍ମର୍କା ଚୟନ କରାଯାଇଥିଲା ।

ଏଥିରେ ସଭାପତି ଭାବେ ନିଖିଲ ରାଉତରାୟ, ଉପସଭାପତି ବିଜୟ କୁମାର ରାଉତରାୟ, ସମ୍ପାଦକ ସୁଶାନ୍ତ କୁମାର ରଣା, ସହ ସମ୍ପାଦକ ଦେବାଶିଷ ବିଶ୍ୱାଳ, କୋଷାଧ୍ୟକ୍ଷ ସମୀର କୁମାର ବେହେରା ଓ ଉପଦେଷ୍ଟା ଭାବେ ତ୍ରିଲୋଚନ ରାଉତରାୟଙ୍କୁ ଚୟନ କରାଯାଇଥିଲା ।

ସେହିପରି ସକ୍ରିୟ କମିଟି ସଦସ୍ୟ ଭାବରେ ଘନଶ୍ୟାମ ରାଉତ, ରାମଚନ୍ଦ୍ର ସାହୁ, ପ୍ରଭାତ କୁମାର ବେହେରା, ପ୍ରମୋଦ କୁମାର ସ୍ୱାଇଁ, ବୈକୁଣ୍ଠ ବିହାରୀ ସାହୁ, କାଳିଆ ବେହେରା ଓ ଭାଗ୍ୟରଥୀ ସାହୁଙ୍କୁ ମନୋନୀତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here