ଅସହାୟ ବୁଲା କୁକୁରକୁ ସହାୟ ହେଲେ ପଶୁପ୍ରେମୀ ଅର୍ଣ୍ଣଭ

0
382

ଵ୍ରହ୍ମପୁର: ଖବର ପାଇ ଗଞ୍ଜାମ କେନାଇନ୍ ଟିମ୍ ର ସଭାପତି ତଥା ପଶୁପ୍ରେମୀ ଅର୍ଣ୍ଣଭ୍ ସାହୁ ଓ ପଶୁପ୍ରେମୀ ତଥା ଏସପିସିଏ ସଦସ୍ୟ ଲଲାଟେନ୍ଦୁ ଚୌଧୁରୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ତାର ଲାଗିଥିବା କୁକୁରଟିକୁ ଉଦ୍ଧାର କରିବା ସହ କୁକୁର ଦେହରେ ଲାଗିଥିବା ତାରଟିକୁ କଡିବାରେ ସକ୍ଷମ ହୋଇଥିଲେ । ତାରଟି ବାହାରିବା ପରେ କୁକୁରଟି ଆଶ୍ୱସ୍ତି ଅନୁଭବ କରିବା ସହ ସେଠାରୁ ଦଉଡ଼ି ପଳାଇଥିଲା । ଏଥିରେ ସାମ୍ବାଦିକ ଉମା ଶଙ୍କର ପାଣିଗ୍ରାହୀ, ସ୍ବେଚ୍ଛାସେବୀ ହରିଗୋବିନ୍ଦ ମହାରଣା, ମନୁ, ବିଶ୍ୱନାଥ ପାତ୍ର, ଟିଙ୍କୁ ଅଚାରୀ, ନାରାୟଣ, ସେଙ୍କରି, କଳିଙ୍ଗ ମୁନି, ବିଶ୍ୱନାଥ ମହାରଣା, ମୁନା ମହାରଣାଙ୍କ ସମେତ ସ୍ଥାନୀୟ ବାସିନ୍ଦା ସହଯୋଗ କରିଥିଲେ। ନିସହାୟ କୁକୁରଟିର ଜୀବନ ବଞ୍ଚାଇଥିବାରୁ ଅଞ୍ଚଳବାସୀ ସାହୁ ଓ ଚୌଧୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here