ଅକ୍ସ ଫର୍ଡ ପବ୍ଲିକ ସ୍କୁଲ ରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଛାତ୍ରୀ ଙ୍କ ବିଦ୍ୟାରମ୍ଭ ସଂସ୍କାର ଉତ୍ସବ

0
1046

ବ୍ରହ୍ମପୁର: ସ୍ଥାନୀୟ ଲାଞ୍ଜି ପଲି ସ୍ଥିତ ଅକ୍ସ ଫର୍ଡ୍ ପବ୍ଲିକ ସ୍କୁଲ ରେ ମହା ଆଡମ୍ବର ରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଛାତ୍ରୀ ଙ୍କ ବିଦ୍ୟା ଆରମ୍ଭ ସଂସ୍କାର ଉତ୍ସବ ପାଳନ ହୋଇ ଯାଇଛି । ଇତ୍ୟ ଅବସର ରେ ଆୟୋଜିତ ପୂଜନ ଉତ୍ସବ ରେ ଅନୁଷ୍ଠାନ ର ନିର୍ଦ୍ଦେଶକ ଇଁ ଅଶୋକ କୁମାର ପାଳ ପୂଜା ଓ ହୋମ କାର୍ଯ୍ୟ କରିବା ସହ ନୂତନ ଛାତ୍ର ଛାତ୍ରୀ ଙ୍କୁ ଆଶୀର୍ବାଦ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ । ବିଗତ ପନ୍ଦର ବର୍ଷ ଧରି ସଫଳତାର ଶଙ୍ଖନାଦ ଦେଇ ସର ଅଞ୍ଚଳ ରେ ଶିକ୍ଷା କ୍ଷେତ୍ର ରେ ଚହଳ ପକାଇ ଆସୁଥିବା ଏହି ଅନୁଷ୍ଠାନ ର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଛାତ୍ରୀଙ୍କୁ ଅଧ୍ୟାପକ ଏ.କେ ସାହୁ,ପି ଭେଙ୍କଟେଶ୍ୱରଲୁ ,ପି ମନୋଜ କୁମାର,ପ୍ରମୋଦ ପତି, ଅଧ୍ୟାପିକା ପି.ସରିତା,କସ୍ତୁରୀ ମିଶ୍ର, ସୁନୀତା ମିଶ୍ର, ବିଜ୍ଞାନୀ ପୃଷ୍ଟି ସ୍ବପ୍ନ ରାଣୀ ପାତ୍ର ଆଦି ସୁନ୍ଦର୍ ଓ ସରଳ ଭାବେ ଶିକ୍ଷା ଦାନ କରି ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କ ମନ କୁ ଆକର୍ଷିତ କରିଥିଲେ ।

LEAVE A REPLY

Please enter your comment!
Please enter your name here