ଜୁଆ ଆଡ୍ଡାରେ ଚଢ଼ଉ; ୬ ଗିରଫ, ୩୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜବତ

0
559

ଭଞ୍ଜନଗର : ଭଞ୍ଜନଗର ଥାନା ଅନ୍ତର୍ଗତ ରାଜକୁଣ୍ଡୁ ଗ୍ରାମର ଏକ ଅବ୍ୟବହୃତ ଘରେ ଜୁଆ ଖେଳ ଚାଲିଥିବା ଖବର କୌଣସି ସୂତ୍ରରୁ ପାଇ ପୋଲିସ ଅଚାନକ ସେହି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା।ସେଠାରୁ ୬ଜଣ ସ୍ଥାନୀୟ ଜୁଆଡ଼ି ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫ଟି ମୋବାଇଲ ଫୋନ ଓ ନଗଦ ୩୦,୫୨୦ଟଙ୍କା ଜବତ ହୋଇଥିବା ଭଞ୍ଜନଗର ଥାନା ଅଧିକାରୀ ଧିରେସ କୁମାର ଦାସ ସୂଚନା ଦେଇଛନ୍ତି।

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here