ବାଲିପଦର ଫାଣ୍ଡିରେ ନୂତନ ଓଆଇସି ଙ୍କ ଦାୟିତ୍ୱ ଗ୍ରହଣ

0
268

ବୁଗୁଡା : ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ବାଲିପଦର ପୋଲିସ୍ ଫାଣ୍ଡିର ନୂତନ ଓଆଇସି ଭାବେ ସମିର କୁମାର ବେହରା, ପୂର୍ବତନ ଫାଣ୍ଡି ଅଧିକାରୀ ଆଇଆଇସି ପୁର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଓଆଇସି ଶ୍ରୀ ବେହରା ପୋଲସରା ଥାନାରୁ ବଦଳିହୋଇ ଆସି ବାଲିପଦର ଫାଣ୍ଡି ଦାୟିତ୍ବ ଗ୍ରହଣ କରିଥିବା ବେଳେ ଆଇଆଇସି ଶ୍ରୀ ପ୍ରଧାନ ଭେଜିପୁଟ ଥାନାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବାଲିପଦର ସରପଞ୍ଚଙ୍କ ସମେତ ବହୁ ବୁଦ୍ଧିଜୀବୀ ଶ୍ରୀ ବେହରାଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here