ବିଶ୍ଵ ର ଛୋଟ ଐତ୍ୟାସ୍ଥଳୀ କଳା କୃତି

0
262

ଵ୍ରହ୍ମପୁର: ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା ଙ୍କ ନିଆରା କଳା କୃତି। ଏସିଆ ବୁକ୍ ଅଫ୍ ରେକର୍ଡସ୍ । ୫୧ ଟି ଐତ୍ୟା ସ୍ଥାନ ଗୁତିକୁ ଚକ୍ ପିସ୍ ରେ ତିଆରି କରିଛନ୍ତି। ଏହା କରିବା କୁ ସତ୍ୟ ଙ୍କୁ 3 ଦିନ ସମୟ ଲାଗି ଥିଲା। ୧mm ଲଳିତଗିରି ସବୁଠୁ ଛୋଟ କଳା କୃତି। ଏହି କଳା କୃତି ଗୁଡ଼ିକ ବିଶ୍ଵ ର ସବୁଠାରୁ ଛୋଟ। ଏହି କଳା ମଧ୍ୟରେ କୋଣାର୍କ, ଲାଲକିଲା, ତାଜମହଲ, ଇଣ୍ଡିଆ ଗେଟ୍, ଧଉଳୀ, ଗେଟ୍ ଅଫ ଇଣ୍ଡିଆ, ଖଣ୍ଡ ଗିରି, ରତ୍ନଗରି, ଇତ୍ୟାଦି।। ଏହା କରିବାର ଉଦ୍ଦେଶ୍ୟ ଆମେ ଐତ୍ୟା ସ୍ଥାନ ଗୁଡିକୁ ସଫା ରଖିବା। ଏ ବାର୍ତ୍ତା ନେଇ ଏହି କଳା କୃତି କରିଛନ୍ତି ଶିଳ୍ପୀ ସତ୍ୟନାରାୟଣ ମହାରଣା।

LEAVE A REPLY

Please enter your comment!
Please enter your name here