ଗଞ୍ଜାମ ଔଷଧ ବ୍ୟବସାୟୀ ସଂଘ ଜିପିସିଡିଏ ର ୫୪ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

0
226

ଵ୍ରହ୍ମପୁର: ଗଞ୍ଜାମ ଔଷଧ ବ୍ୟବସାୟୀ ସଂଘ GPCDA ର ୫୪ତମ ସାଧାରଣ ପରିଷଦ ବୈଠକ ରବିବାର ଟାଉନ ହଲଠାରେ ଅନୁଷ୍ଟିତ ହୋଇଯାଇଛି l ଏଥିରେ ମୂଖ୍ୟ ଅତିଥି ଭାବରେ ମେୟର ସଂଘମିତ୍ରା ଦଳେଇ, ସମ୍ମାନିତ ଅତିଥି ଭାବରେ ଦକ୍ଷିଣାଚଳ ଔଷଧ ନିରୀକ୍ଷକ ସୁନିଲ କୁମାର ନାୟକ, ADC ଦେବାଶିଷ କାଲ, ADC ପ୍ରଶନ କୁମାର ମଲ୍ଲିକ, UCDA ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖଙ୍କ ସମେତ ବିଭିନ୍ନ ଜିଲ୍ଲାର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ l ଏହି ବୈଠକରେ ସଭାପତି ଭାବରେ ବିଷ୍ଣୁ ପ୍ରସାଦ ପଣ୍ଡା, ସମ୍ପାଦକ ଭାବରେ ପି ସତ୍ୟନାରାୟଣ ଓ ଅନ୍ୟlନ କର୍ମକର୍ତା ନିର୍ବାଚିତ ହୋଇଥିଲେ l ଭଲବ ପାଣିଗ୍ରାହୀ, ନାଗେଶ୍ଵର ପୃଷ୍ଟୀ, କେଦାର ନାଥ ଜେନା, ଗିରିଶ ପ୍ରଧାନ, ମନୋଜ ପତି ଓ ଅନ୍ୟାନ୍ୟ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହୋଜୋଗ କରିଥଲେ l

LEAVE A REPLY

Please enter your comment!
Please enter your name here