ଦଶମ ବ୍ରହ୍ମପୁର ମହାନଗର ମହୋତ୍ସବ ୨୦୨୨ ପଞ୍ଚମ ଦିବସ

0
266

ବ୍ରହ୍ମପୁର:ସମ୍ପାଦକ ଅଜିତ ସାବତ ଆଜିର ସାହିତ୍ୟ ଆସର ପରିଚାଳନା କରିଥିଲେ । ମ୍ବର୍ଦ୍ଧିତ ସାହିତ୍ୟ ପ୍ରତିଭା :
ବିଶିଷ୍ଟ କବି ଓ ସଂଗଠକ ଶ୍ରୀଯୁକ୍ତ ସୋମନାଥ ସାହୁ, ଆଧ୍ୟାତ୍ମିକ ପତ୍ରିକା ବୈତରଣୀର ସମ୍ପାଦିକା କବୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ, ବିଶିଷ୍ଟ କବୀ ଶ୍ରୀମତୀ ମମତା ଶତପଥି, କବୀ ଓ ସଂଯୋଜିକା ସୁଶ୍ରୀ ନିହାରିକା ସାହୁ ।
ବିଶିଷ୍ଟ ଗୀତିକବି ଇଂ ପ୍ରଦୀପ ଷଡଙ୍ଗୀଙ୍କ “ଅବସର ଅଭିନନ୍ଦନୀକା” ଓ ସୀମାଞ୍ଚଳ ପଣ୍ଡାଙ୍କ କବିତା ସଂକଳନ “କ୍ଷୁଦ୍ର ସତ କେଡ଼େ ମହତ”, “ପିଲାଙ୍କ ପାଠ ମିଠେଇ” ଉନ୍ମୋଚନ ହୋଇଥିଲା ।
ଉଦ୍‌ଘାଟକ ବରିଷ୍ଠ କବି ଓ ଶିକ୍ଷାବିତ୍ ଶ୍ରୀଯୁକ୍ତ ସୀମାଞ୍ଚଳ ପଣ୍ଡା,
ମୁଖ୍ୟ ଅତିଥି ବିଶିଷ୍ଟ ଗୀତିକବି ଇଂ ପ୍ରଦୀପ କୁମାର ଷଡ଼ଙ୍ଗୀ, ସମ୍ମାନୀତ ଅତିଥି ବରିଷ୍ଠ ସାମ୍ବାଦିକ, କବି ଓ ସମାଜସେବୀ ଶ୍ରୀ ରବିନ୍ଦ୍ର କୁମାର ବିଶ୍ଵାଳ,
ମୁଖ୍ୟବକ୍ତା ବିଶିଷ୍ଟ କବି ଓ ଶିକ୍ଷା ପ୍ରଶାସକ ଶ୍ରୀଯୁକ୍ତ ସୁଶାନ୍ତ ଦାସ
ଶେଷରେ କବୀ ଓ ସଂଯୋଜିକା ସୁଶ୍ରୀ ସୁଚେତା ପାଣିଗ୍ରାହୀ କବିତା ସଂଯୋଜନା ଏବଂ
ବିଶିଷ୍ଟ କବି ସୁଶାନ୍ତ ଦାଶ ମଞ୍ଚ ସଭାପତିତ୍ବ କରିଥିଲେ।

ସକାଳ ଖବରକାଗଜର ଦକ୍ଷିଣ ଓଡିଶା ମୁଖ୍ୟ ଜଗନ ମୋହନ ମହାପାତ୍ରଙ୍କ ପ୍ରଚେଷ୍ଟା ରୁ ପ୍ରତି ଦିନ ” ଆଜି ଦିନର ସକାଳ ” ପ୍ରତିଭା” ସମ୍ମାନରେ the fashion issue ରାମେଶ୍ୱରୀ ନନ୍ଦ , କରିସ୍ମା ଖାନ & teamଙ୍କୁ ପୁରସ୍କୃତ କରାଗଲା ।ସୃତି ଡେନ୍ସ ଏକାଡେମୀ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମହାନଗର ମହୋତ୍ସବ କୁ ବେଶ୍ ମନୋରଞ୍ଜନ କରିଥିଲା ।

ସାହିତ୍ୟ ଜଗତର ସାହିତ୍ୟିକ କବି ପ୍ରମୋଦ କୁମାର ପଣ୍ଡା ମହୋଦୟ ,କବି ସତ୍ୟମ୍ ଆଚାରୀ ମହୋଦୟ ,କବି ଜ୍ଞାନେନ୍ଦ୍ର ପଣ୍ଡା ମହୋଦୟ,କବୀ ଦୀପିକା ଦାଶ ମହୋଦୟା , କବୀ ଆର୍ ସୁନନ୍ଦା
ଚୈ।ଧୁରୀ (ସାହୁ),ଗାଳ୍ପିକା ବିଦ୍ୟୁତ ଲତା ମିଶ୍ର ମହାନଗର ମହୋତ୍ସବ ସାହିତ୍ୟ ସମ୍ମାନ ରେ ସମ୍ବର୍ଦ୍ଧିତ ହୋଇଥିଲେ ।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ମଞ୍ଚର ମୁଖ୍ୟ ଅତିଥି ଥିବାବେଳେ ,ସଂମାନିତ ଅତିଥି ଭାବେ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜାତୀୟ କଂଗ୍ରେସ କୃଷକ ମୋର୍ଚ୍ଚାର ସଭାପତି ଏବଂ ଗଞ୍ଜାମ ଜିଲ୍ଲାର ଆବାହକ ରଶ୍ମିରଞ୍ଜନ ପଟ୍ଟନାୟକ ଅନ୍ୟତମ,ସମାଜସେବୀ ଦଣ୍ଡପାଣି ନାୟକ,କର୍ପୋରେଟର ବେବି,ନିର୍ମଳ ସାହୁ,ନଗେଶ୍ୱର ପୃଷ୍ଟି, ନାୟକ,ରାଧାଶ୍ୟାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଥିଲେ ।ମହୋତ୍ସବ କମିଟିର ଆଭାହକ ଇଂ ଉମା ଶଙ୍କର ପାଣିଗ୍ରାହୀ, ସଭାପତି ନାରାୟଣ ମହାଙ୍କୁଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କମିଟିର ସମ୍ପାଦକ ଗୋପାଳ ପଟ୍ଟନାୟକ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ,ଶଙ୍କର ରଣା ଧନ୍ୟବାଦ ଅର୍ପଣ କରିଥିଲେ

ଏହି ଅବସରରେ ଅନ୍ୟାନ୍ୟ କଳା , ସାହିତ୍ୟ , ସଂସ୍କୃତି ଏବଂ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଆସୁଥିବା ବ୍ୟକ୍ତିବିଶେଷ ଓ ସଂସ୍ଥାକୁ ସମ୍ୱର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here