ଗଜପତି ଜିଲ୍ଲା ଗସ୍ତରେ ଜାତୀୟ ମନିଟରୀ ଟିମ ଲିଡର

0
226

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲାକୁ ଜାତୀୟ ମନିଟରୀ ଟିମ୍ ଲିଡର ୬ଦିନିଆ ଗସ୍ତରେ ଆସିଥିବାର ଜଣାପଡିଛି l ଜାତୀୟ ମୋନିଟରୀ ଟିମ ଲିଡର ଡ.ଏସ ଦୟାକର ରେଡ୍ଡୀ  ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରୁଛନ୍ତି l  ବିଶେଷ କରି ଗଜପତି ଜିଲ୍ଲାରେ ନିର୍ମାଣ ଧିନ ପୋଖରୀ, ରୁରାଲ ହାଉସିଂ ପିମଏୟାଇ-ଜି,ଜଙ୍ଗଲ ବିଭାଗ ତରଫରୁ ବୃକ୍ଷର୍ପଣ, ଚେକଡେମ, ପଥରପେଚିଂ, କାଜୁ ପ୍ଲାନଷ୍ଟେସନ ଏହି ସବୁ ଉନ୍ନତ ମାନର  ଯୋଜନା ଏସ କରଡାସିଂ ଗ୍ରାମ ପଞ୍ଚାୟତ ଅବସ୍ଥିତ l ଏହି ପରିଦର୍ଶନ ସମୟରେ  ହିତାଧିକାରୀ ମାନଙ୍କର ଜବ କାର୍ଡ, ପାସବୁକ,ମନେରଙ୍ଗା କାର୍ଯ୍ୟ ସବୁ ତଦାରଖ କରିଥିଲେ l ଜିଲ୍ଲା ସ୍ତରୀୟ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ମହେଶ୍ୱର ଚନ୍ଦ୍ର ନାଏକ,ଏପିଡି, ପଞ୍ଚାୟତ ଅଧିକାରୀ, ରୁରାଲ ହାଉସିଂ, ଗୋଷ୍ଠୀଉନ୍ନୟନ ଅଧିକାରୀ, ଏଇଇ, ଏଇ, ଏପିଓ, ଜିରସ, ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ l

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here