କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

0
310

ଭଞ୍ଜନଗର: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଭଞ୍ଜନଗର MI ଡିଭିଜନ ର ଯନ୍ତ୍ରୀ କାର୍ତ୍ତିକେଶ୍ବର  ରାଉଳ। ଓଡିଶା ଭିଜିଲାନ୍ସ କାର୍ଯ୍ଯାଳୟ ର ପରାମର୍ଶ କ୍ରମେ 5 ଜଣ ଡି ଏସ୍ ପି  ଙ୍କ ନେତୃତ୍ଵରେ 11 ଜଣ ଇନିସପେକଟର ଙ୍କୁ ନେଇ ଭଞ୍ଜନଗର ଇରିଗେସନ କୋଲନି ଠାରେ ଥିବା ବାସ ଭବନ ,ଖଲିକୋଟ ପୌତ୍ରୀକ ବାସ ଭବନ ଓ ଭୁବନେଶ୍ବର ଖଣ୍ଡଗିରୀ ଠାରେ ଥିବା ବଡ ଅଟାଳିକା ଭଳି 6 ଟି ସ୍ଥାନରେ ଏକ କାଳିନ ଚଢାଉ ଆରମ୍ଭ ହୋଇଛି।  ଚଢାଉ ବେଳେ ଅନେକ ମାତ୍ରା , ସମ୍ପତ୍ତି ଠାବ ହୋଇଥିବା ଜଣାପଡିଛି 

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here