ଚୋରି ଟଙ୍କା ଜବତ ସହ ଦୁଇ ଜଣଙ୍କୁ ଗିରଫ କଲା ରମ୍ଭା ପୋଲିସ

0
426

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ରମ୍ଭା ପୋଲିସକୁ ବଡ଼ ସଫଳତା ମିଳିଛି । ଏକ ଚୋରି ମାମଲାରେ ନଗଦ ଟଙ୍କା ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ରମ୍ଭା ପୋଲିସ । ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ତତ୍ୱାବଧାନରେ ଏକ ଟିମ ଡିକି ଭାଙ୍ଗି ଚୋରି ମାମଲାକୁ ସଫଳତାର ସହ ଚିହ୍ନଟ କରି ନଗଦ ଲକ୍ଷେ ଟଙ୍କା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଦୁଇ ଜଣ ହେଲେ ଏ. ଚକ୍ରବର୍ତ୍ତୀ ଓ ପି. ମାଧବ । ସେମାନଙ୍କ ଘର ଆସ୍କା ଅଞ୍ଚଳରେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here