ଗଞେଇ ଚାଲାଣ ଅଭିଯୋଗ ରେ ଦୁଇ ଗିରଫ

0
299

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୋଲିସ୍ ଶୁକ୍ରବାର ଗଞେଇ ଚାଲାଣ ଅଭିଯୋଗ ରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଜଣ ହେଲେ ପୁରୀ ଅଞ୍ଚଳ ର ପ୍ରଶାନ୍ତ କୁମାର ଜେନା ଏବଂ ସନ୍ତୋଷ କୁମାର ଲାଲ । ରାଇକିଆ ଠାରୁ ଚାଲାଣ ପାଇଁ ପ୍ରସ୍ତୁତି ହେଉଥିବା ବେଳେ ପୋଲିସ ଖବର ପାଇ ସେମାନଙ୍କ ଠାରୁ ୧୫ କେଜି ଗଞ୍ଜେଇ ଜବତ କରିଥିଲା । ଏ ନେଇ ରାଇକିଆ ଥାନାରେ ରେ କେସ ନ ୨୪/୨୨ ରେ ମାମଲା ରୁଜୁ କରିବା ସହ ଉଭୟ ଙ୍କୁ କୋର୍ଟ ଚାଲାଣ କରିଥିବା ରାଇକିଆ ଥାନା ଅଧିକାରୀ ଶାନ୍ତନୁ ପ୍ରଧାନ ସୂଚନା ଦେଇଛନ୍ତି ।

ରିପୋର୍ଟ:ଆଦିତ୍ୟ ପାଢ଼ୀ

LEAVE A REPLY

Please enter your comment!
Please enter your name here