ନୂଆଁଗଡ଼ ରେ କାଳୀ ମନ୍ଦିର ପ୍ରତିଷ୍ଠା

0
251

ବେଗୁନିଆପଡା: ଗତକାଲି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ନୂଆଁଗଡ଼ ରେ ମା ଦକ୍ଷିଣେଶ୍ୱରୀ କାଳୀ ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟସୂଚୀ ଅନୁଯାୟୀ ନଗର ପରିକ୍ରମା, ଘୃତଯଜ୍ଞ, ଅନ୍ନଯଜ୍ଞ ଆଦି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା । ସରକାରଙ୍କ କୋଭିଡ୍ କଟକଣା ନିୟମ କୁ ମାନି ନିରାଡମ୍ବର ସହକାରେ ପୂଜାର୍ଚ୍ଚନା ଶେଷହୋଇଛି । ଏଥିରେ ନୂଆଁଗଡ଼ ଗ୍ରାମର ଗ୍ରାମବାସୀ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here