ଲତା ମଙ୍ଗେସକରଙ୍କ ବିୟୋଗରେ ବାଲୁକା ଶିଳ୍ପୀ ସତ୍ୟଙ୍କ ଶ୍ରଦ୍ଧାଞ୍ଜଳି

0
361

ବ୍ରହ୍ମପୁର: ବାଲୁକା ଶିଳ୍ପୀ ସତ୍ୟ ମହାରଣା ନିଜ ବାଲୁକା କଳା ମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେ ତାଙ୍କ ବାଲୁକା କଳାକୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କୁ ସମର୍ପିତ କରିଛନ୍ତି। ତାଙ୍କ ନିଧନରେ ସାରା ବିଶ୍ୱ ଦୁଃଖିତ ଥିବାବେଳେ ଆମ ଦେଶ ପାଇଁ ଏହା ଏକ ଅପୂରଣୀଆ କ୍ଷତି ବୋଲି କହିଛନ୍ତି ସତ୍ୟ। ସାରା ଦେଶରେ ସମସ୍ତଙ୍କ ମୁଖରେ ତାଙ୍କର ଗୀତ ଗାଉଥିବାର ଦେଖାଯାଏ। ତାଙ୍କର ନିଧନରେ ବାଲୁକା ଶିଳ୍ପୀ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here