ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକ

0
303

ମୁମ୍ବାଇ: ଆଉ ନାହାନ୍ତି ସୁର ସାମ୍ରାଜ୍ଞୀ। ଅନେକ ଦିନ ଧରି ଜୀବନ ସହ ସଂଘର୍ଷ କରିବା ପରେ ଶେଷରେ ହାରି ଯାଇଛନ୍ତି ସେ। ଆଜି ଲିଭିଯାଇଛି ତାଙ୍କ ଜୀବନ ଦୀପ। ୯୨ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆଜି(ରବିବାର) ସକାଳ ୮ଟା ୧୨ ମିନିଟ୍‌ ସମୟରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ୨୯ ଦିନ ଧରି ଭେଣ୍ଟିଲେଟରରେ ଥିଲେ ଲତା। ସମସ୍ତଙ୍କୁ ଅଲବିଦା କହି ସାରା ଦେଶକୁ ସ୍ତବ୍ଧ କରି ଅଫେରା ରାଇଜକୁ ଚାଲିଯାଇଛନ୍ତି ସମସ୍ତଙ୍କ ପ୍ରିୟ କୋକିଳ କଣ୍ଠୀ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର

LEAVE A REPLY

Please enter your comment!
Please enter your name here