ବିଶିଷ୍ଟ ସମାଜ ସେବୀ ଅଚ୍ୟୁତ ରାମ ସାବତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

0
314

ବ୍ରହ୍ମପୁର:ଶାସନ ଆମ୍ବଗା ନିବାସୀ ବିଶିଷ୍ଟ ସମାଜ ସେବୀ ଓ ପରିବେଶବିତ ତଥା ମହାନ୍ ସଂଘ ସଭାପତି ଙ୍କ ପିତା ସ୍ୱର୍ଗତ ଅଚ୍ୟୁତ ରାମ ସାବତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ହିଲପାଟଣା ସ୍ଥିତ କଲ୍ୟାଣ ମଣ୍ଡପ ରେ କୋଭିଡ ଗାଇଡ ଲାଇନ ଅନୁସାରେ ପାଳିତ ହୋଇଯାଇଛି। ଏହି ଅବସର ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା, ରାଜ୍ୟ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ଡ ରମେଶ ଚନ୍ଦ୍ର ଚ୍ୟଉ ପଟ୍ଟନାୟକ, ବିଧାୟକ ଶ୍ରୀ ବିକ୍ରମ ପଣ୍ଡା, ଶ୍ରୀ ସୁବାସ ମହାରଣା, ଶ୍ରୀ ଅଳୀକିଶୋରେ ପଟ୍ଟନାୟକ, ଡ ସନ୍ତୋଷ ପାଢ଼ୀ, ଡ ସୁନିଲ କୋଟା, ଟି ଗୋପୀ, ଜଗନ୍ନାଥ ସାବତ, ସଙ୍ଘମିତ୍ରା ଦଳାଇ ଙ୍କ ସମେତ୍ ବହୁ ବିଶିଷ୍ଟ ବ୍ୟକ୍ତି, ଗଣମାଧ୍ୟମ ବ୍ୟକ୍ତିତ୍ଵ ଙ୍କ ସମେତ ତାଙ୍କ ପୁତ୍ର ତଥା ବିଶିଷ୍ଟ ସମାଜ ସେବୀ ଶ୍ରୀ ସୁଶାନ୍ତ କୁମାର ସାବତ, ପୁତ୍ର ଇ ସୁବାଷ ଚନ୍ଦ୍ର ସାବତ, କୃଷ୍ଣ ଚନ୍ଦ୍ର ସାବତ, ଶ୍ରୀକାନ୍ତ ଚନ୍ଦ୍ର ସାବତ, ଭାଇ ଇ ଅଭିରାମ ସାବତ, ଜ୍ବାଇଁ ଡ ବିନୋଦ ସାବତ, ଝିଅ ଶ୍ରୀମତୀ ଅଳକା କୁମାରୀ ସାବତ, ବୋହୁ ଶ୍ରୀମତୀ ସୁଷମା ସାବତ, ରଶ୍ମିତା ସାବତ, ସୁନୀତା ସାବତ, ନାତି ବିକାଶ ଚନ୍ଦ୍ର ସାବତ, ବିସମିତା ସାବତ, ଅଶ୍ରିବାଦ ସାବତ, ହରପ୍ରିୟ ସାବତ, ଆଶିଷ ସାବତ, ଆଦ୍ୟାଶ୍ରୀ ସାବତ, ଜୟଶ୍ରୀ ସାବତ, ମନିଷା ସାବତଙ୍କ ସମେତ ପରିବାର ସଦସ୍ୟ ବନ୍ଧୁବର୍ଗ ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here