ବାଙ୍ଗାଲୋର ଓଡ଼ିଆ ସମାଜ ତରଫରୁ ଶୋକସଭା

0
342

ବ୍ରହ୍ମପୁର: ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ସୋମବାର ସାହାସୀ ସାମ୍ବାଦିକ ଅରିନ୍ଦମ୍ ଦାସ ଓ ଓଡ୍ରIଫ ଯବାନ ସୀତାରାମ ମୁର୍ମୁ ଙ୍କ ଅକାଳ ବିୟୋଗ ରେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ର ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।ସଭାପତି ତାପସ ରାଜ ଙ୍କ ସଭାପତିତ୍ବ ରେ ଏହି ଶୋକ ସଭା ଆୟୋଜନ କରାଯାଇଥିଲା । ଏଥିରେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ର ବହୁ କର୍ମକର୍ତାଙ୍କ ସମେତ ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର୍ ସାହୁ , ସାମ୍ବାଦିକ ଶ୍ରୀକାନ୍ତ ମହାନ୍ତି , ପୁରୀ ସହର ରୁ ଓଡ଼ିଶୀ ନୃତ୍ୟଶିଳ୍ପୀ କୁମାର ଭୀମସେନ ସେମାନଙ୍କ ଶୋକ ବାର୍ତ୍ତା ପ୍ରଦାନ କରିଥିଲେ । ଯମଜ ଭାଇ ଓମ ଓ ସାଇ ମହାପାତ୍ର ଦାସକାଠିଆ ଓ ଯାଜ୍ଞସେନି ନିଜର ଭଜନ ମାଧ୍ୟମରେ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ

LEAVE A REPLY

Please enter your comment!
Please enter your name here