ଯୁବ ଆଇନଜୀବୀଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ

0
321

ବ୍ରହ୍ମପୁର : ଗଂଜାମ ବାର କଂଫେରେନ୍ସ ହଲ ଠାରେ ଯୁବ ଆଇନଜୀବୀ କୈଳାଶ ଚନ୍ଦ୍ର ଷଡଙ୍ଗୀ ଙ୍କ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଂଘ ସଭାପତି ଜନାର୍ଦ୍ଦନ ସୁବୁଦ୍ଧି ସମସ୍ତଙ୍କୁ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ପାଇଁ ଅନୁରୋଧ କରିଥିଲେ।ଏଥିରେ ସଂଘ ସମ୍ପାଦକ ପ୍ରଦୀପ ବେହେରା,ଉପ ସଭାପତି ଭାଗୀ ରାଓ,ସହ ସମ୍ପାଦକ ସୁଧୀର କୁମାର ପାତ୍ର ଙ୍କ ସମେତ ନିର୍ମଳ ସାହୁ,ନିଳାଞ୍ଚଳ ତ୍ରିପାଠୀ,ମନୋଜ ପଟନାୟକ,ଅଭୟ ପଣ୍ଡା,କପିଳ ପଟନାୟକ,କୃଷ୍ଣ ସାହୁ,ତାପସ ସାହୁ,ମିନତୀ ରଥ,ପ୍ରକାଶ ପଟ୍ଟନାୟକ, ଅନିଲ ପଣ୍ଡା,ଶ୍ରୀଧର ସାହୁ,ପ୍ରଭୁଦତ୍ତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here