ଧର୍ମପରାୟଣ ବ୍ୟକ୍ତି ତ୍ରିଲୋଚନ ସ୍ବାଇଁ ଙ୍କ ବିୟୋଗ

0
340

ବୁଗୁଡ଼ା:ବୁଗୁଡା ବ୍ଳକ ଅନ୍ତର୍ଗତ ଅନ୍ତରପଡା ଗ୍ରାମ ପଞ୍ଚାୟତର ଝୋଲରୀ ଗ୍ରାମର ଧର୍ମପ୍ରାଣ ବ୍ୟକ୍ତିତ୍ବ ତଥା ବହୁବର୍ଷ ଧରି ଭାଗବତ ନୀତିରେ ନିଜକୁ ନିୟୋଜିତ କରି କୃଷି କର୍ମ କରି ବ୍ୟକ୍ତି ” ଦାଢ଼ି ଅଜା” ଭାବେ ପରିଚିତ ତ୍ରିଲୋଚନ ସ୍ବାଇଁ ୮୨ ବର୍ଷ ବୟସରେ ଅଗଷ୍ଟ ୨୬ ତାରିଖ ରାତ୍ରରେ ପରଲୋକ ଗମନ କରିଛନ୍ତି । ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିବାର ଦୁଇ ଦିନପରେ ତାଙ୍କର ବିୟୋଗ ଘଟିଥିଲା। ସ୍ବର୍ଗତ ତ୍ରିଲୋଚନ ସ୍ବାଇଁ ଝୋଲରୀ କାର୍ଜି ପରିବାରର ବ୍ୟକ୍ତି ହୋଇଥିବା ବେଳେ ଜଣେ ସଫଳ ଚାଷୀ, ସାମାଜସେବୀ ଓ ଧର୍ମ ପରାୟଣ ଭାଗବତ ପ୍ରେମୀ ବ୍ୟକ୍ତି ଥିଲେ । ମୃତ୍ୟୁ ବେଳକୁ ପୁଅ ସୁରେଶ, ବୋହୁ, ଝିଅ, ନାତି, ନାତୁଣୀ,ଭଣଞ୍ଜା,ଭାଣିଞ୍ଜୀ ଉପସ୍ଥିତ ଥିଲେ । ସ୍ବର୍ଗତ ସ୍ବାଇଁ ଙ୍କ ବିୟୋଗରେ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here