
ବ୍ରହ୍ମପୁର :ଆଜି ଗଞ୍ଜାମ ଓକିଲ ସଂଘର କନଫରେନ୍ସ ହଲ୍ ଠାରେ ବରିଷ୍ଠ ଆଇନଜୀବୀ ପଦ୍ମ ଚରଣ ସାହୁଙ୍କ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଂଘ ସଭାପତି ଙ୍କ ଅଧ୍ୟକ୍ଷତାରେ ତାଙ୍କ ମର ଶରୀର ର ଆତ୍ମା ଶାନ୍ତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।ଏଥିରେ ସଂଘ ସମ୍ପାଦକ ପ୍ରଦୀପ ବେହେରା,ଉପ ସଭାପତି ଭାଗୀ ରାଓ,ସହ ସମ୍ପାଦକ ସୁଧୀର କୁମାର ପାତ୍ରଙ୍କ ସମେତ ବରୁଣ ଗୌଡ଼,ନୀଳାଚଳ ତ୍ରିପାଠୀ, ଅଶୋକ ଶୁକ୍ଳା,ପ୍ରଭୁଦତ୍ତ ଆଚାର୍ଯ୍ୟ,ତାପସ ସାହୁ,ସୂର୍ଯ୍ୟକାନ୍ତ ସୁବୁଦ୍ଧି,ସୁଶିଲ ତ୍ରିପାଠୀ,ସୁଧୀର ମିଶ୍ର,କୁଞ୍ଜ ବିହାରୀ ପଣ୍ଡା,ଦୂର୍ଗା ରାଓ,ଅକ୍ଷୟ ପଟ୍ଟନାୟକ,ବାପୁଜୀ ପଟ୍ଟନାୟକ,କିରଣ ମଣ୍ଡଳ,କୃଷ୍ଣ ସାହୁ ଅସିତ୍ ସାବତ, ଜଗା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ