
ବ୍ରହ୍ମପୁର : ଅଗଷ୍ଟ ମାସର ପ୍ରଥମ ରବିବାର ହେଉଛି ବିଶ୍ଵ ବନ୍ଧୁତା ଦିବସ ଏହି ଦିବସ ଉପଲକ୍ଷେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସୁକୁଣ୍ଡା ଗ୍ରାମ ନିକଟସ୍ଥ ଶତାୟୁ ବର୍ଷର ବଟ ଓ ଅଶ୍ଵସ୍ତ ବୃକ୍ଷକୁ ବନ୍ଧୁରୁପେ ଗ୍ରହଣ କରି ସେମାନଙ୍କୁ ପୂଜା ଅର୍ଚ୍ଚନା କରାଯିବା ସହିତ ପଞ୍ଚବଟୀ(ବଟ, ଅଶ୍ୱସ୍ତ, ବେଲ, ଓହଁଳା, ଅଶକ)ବୃକ୍ଷକୁ ମଧ୍ୟ ପ୍ରତିଷ୍ଠା କରି ସେହି ବୃକ୍ଷ ଗୁଡ଼ିକୁ ଗ୍ରାମ ନିକଟସ୍ଥ ହଜ ଠାରେ ରୋପଣ କରାଯାଇଥିଲା, ଏହି କାର୍ଯ୍ୟକ୍ରରେ ମୂଖ୍ୟ ଅତିଥି ଭାବେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍ନ ଓ ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାଷ ମହାରଣା , ପ୍ରଫେସର ଡ଼ା. ବି ନାଗେଶ୍ବର ସୁବୁଦ୍ଧି ପ୍ରମୁଖ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ସହଯଗ କରିଥିଲେ ହରେକୃଷ୍ଣ କୁଠୀଆ,ଶଙ୍କର ନାରାୟଣ ବେଜ୍, ବଳରାମ ପାଣିଗ୍ରାହି, ଆଞ୍ଚଳୀକ ବିକାଶ ପରିଷଦ ସମ୍ପାଦକ ଵିଜେନ୍ଦ୍ର ମାଝୀ ଓ ବହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହି,ସମ୍ପାଦକ ପ୍ରସନ୍ନ କୁମାର ସ୍ବାଇଁ, କସାଦକ୍ଷ ପ୍ରଣୟ କୁମାର ସାହୁ,ଉପ ସଭାପତି ଦୀପକ କୁମାର ପାତ୍ର,ସହ ସମ୍ପାଦକ ଏ.ପ୍ରକାଶ, ବନମାଳୀ ପ୍ରଧାନ,କେ.କବିତା, ଏସ୍.ରବି କୁମାର୍, ସାଗର ସାହା, ପି. ବିନଦ, ପ୍ରକାଶ ଗୁପ୍ତା, ପ୍ରବୀଣ ନାୟକ, କୃଷ୍ଣଚନ୍ଦ୍ର ସାହୁ,ସୁଜିତ୍ ଗୌଡ଼, ଶିବରାମ ବେହେରା,ବାଲାଜୀ ବେହେରା,ଟି. ଦୂର୍ଗା ପ୍ରସାଦ,ବି. ସୂର୍ଯ୍ୟ ନାରାୟଣ ପାତ୍ର, ଗଣେଶ ପାଣିଗ୍ରାହୀ,ଆକାଶ ରାଉତ, ପ୍ରମୁଖ ସଦସ୍ୟ ମାନଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିଲା