ଟୋକିଓ ଅଲମ୍ପିକ୍ସ: ଭାରତକୁ ପ୍ରଥମ ପଦକ ଦେଲେ ମୀରାବାଈ ଚାନୁ

0
299

ନୂଆଦିଲ୍ଲୀ: ଜୁଲାଇ ୨୪: ଟୋକିଓ ଅଲମ୍ପିକ୍ସର ମହାକୁମ୍ଭରେ ପ୍ରଥମ ଦିନରୁ ଖେଳାଳୀମାନଙ୍କ ଜୋର୍‌ଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ୪୯ କେଜି ବର୍ଗର ଭାରଉତ୍ତୋଳନରେ ମୀରାବାଈ ରୌପ୍ୟ ପଦକ ଜିତି ଭାରତର ଗର୍ବ ବଢ଼ାଇଛନ୍ତି । ଏହାସହ ସେ ଚଳିତ ବର୍ଷ ଅଲମ୍ପିକ୍ସରେ ଦେଶର ପ୍ରଥମ ପଦକ ବିଜେତା ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here