ବଡ଼ମହୁରୀ ମା ମଙ୍ଗଳା ମନ୍ଦିର ପ୍ରାଙ୍ଗଣ ଠାରେ ଯୁବ ଗୋଷ୍ଠୀ ଙ୍କ ଦ୍ଵାରା ମାସ୍କ ବଣ୍ଟନ

0
267

କବିସୂର୍ଯ୍ୟନଗର : କରୋନା ମହାମାରୀ ସମୟରେ ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ଦଳ ତରଫରୁ ସଚେତନା କାର୍ଯ୍ୟକ୍ରମ ଚାଲିଛି । ସେହିପରି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବଡ଼ମହୁରୀ ଗ୍ରାମର ମା ମଙ୍ଗଳା ମନ୍ଦିର ପ୍ରାଙ୍ଗଣ ଠାରେ ଯୁବ ଗୋଷ୍ଟି ଙ୍କ ଦ୍ୱାରା ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମାସ୍କ ବଣ୍ଟନ କାର୍ଯ୍ୟକ୍ରମରେ ଟି.ପ୍ରଭାକର ପ୍ରଧାନ, ପ୍ରଭାକର ରାଉତ,ନିଳାଞ୍ଚଳ ଗୌଡ଼ (ଚାନ୍ଦୁ), ଚିରଞ୍ଜିବି ରାଉତ ,ସଞ୍ଜୟ ବେହେରା,ନାରାୟଣ ରାଉତ ,ରାମ ଚନ୍ଦ୍ର ରାଉତ,ବିଜୟ ବେହେରା,ତୋଫାନ ରାଉତ,କଂଗ୍ରେସ ରାଉତ ,ନରସିଂହ ଗୌଡ଼,ଓ ଆଠଗଡ଼ ପାଟଣା ର କୁନା ପାଇକରାୟ ପ୍ରମୁଖ ଉପସ୍ଥିତ ରହିବା ସହ ଜନସାଧାରଣ ମାନଙ୍କୁ ମାସ୍କ ବଣ୍ଟନ ଏବଂ ସଚେତନତା କରିଥିଲେ ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here