ଧର୍ମପରାୟଣା ମହିଳାଙ୍କ ପରଲୋକେ

0
387

ବ୍ରହ୍ମପୁର: ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଦକ୍ଷିଣ ଓଡ଼ିଶାର ପ୍ରଗତିଶୀଳ ପୁସ୍ତକ ପ୍ରକାଶନ ସଂସ୍ଥା ତାରାତାରିଣୀ ପୁସ୍ତକାଳୟର ମାଲିକ ତଥା ବ୍ରହ୍ମପୁର ତୁଳସୀନଗର ୬ ଲାଇନ ନିବାସୀ ଶ୍ରୀଯୁକ୍ତ ଭଗବାନ ପାଢୀଙ୍କ ସହଧର୍ମିଣୀ ଶ୍ରୀମତୀ ଶକୁନ୍ତଳା ପାଢ଼ୀ ଙ୍କ (୭୪)ଙ୍କ ଆଜି ସକାଳ ୮.୨୫ ସମୟରେ ପରଲୋକ ଘଟିଛି। ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ଧର୍ମପରାୟଣ ମହିଳା ଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି। ମୃତୁ ଶଯ୍ୟା ନିକଟରେ ପୁଅ ବହୁ, ନାତି, ନାତୁଣୀ, ଦୋକାନ କର୍ମଚାରୀ, ବହୁ ଅଧ୍ୟାପକ, ବନ୍ଧୁ, ପରିଜନ ଉପସ୍ଥିତ ଥିଲେ। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ଗୋକେନେଶ୍ୱର୍ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ ହୋଇଥିଲା।

LEAVE A REPLY

Please enter your comment!
Please enter your name here