ଯୁବ ଆଇନଜୀବୀ ଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ

0
411

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା):ଆଜି ଗଞ୍ଜାମ ଓକିଲ ସଂଘ କନଫରେନ୍ସ ହଲ ଠାରେ ଯୁବ ଆଇନଜୀବୀ ଅଶୋକ କୁମାର ସାହୁ ଙ୍କ ବିୟୋଗରେ ଏକ ଶୋକ ସଭା ଅନଷ୍ଠିତ ହୋଇଯାଇଛି।ତାଙ୍କ ଅମର ଆତ୍ମାର ସଦଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।ଏହି ସଭାରେ ସଂଘ ସଭାପତି ଜନାର୍ଦ୍ଦନ ସୁବୁଦ୍ଧି, ଉପ ସଭାପତି ଭାଗି ରାଓ,ସମ୍ପାଦକ ପ୍ରଦୀପ ବେହେରା,ସହ ସମ୍ପାଦକ ସୁଧୀର କୁମାର ପାତ୍ର, ଆଇନଜବୀ ମୋହନ ସିଂହାରୀ,ପ୍ରଦୀପ ପଣ୍ଡା,ଅକ୍ଷୟ ପଟ୍ଟନାୟକ, ନିରଞ୍ଜନ ନାୟକ,ବରୁଣ ଗୌଡ଼,ସୁଧୀର ମିଶ୍ର,ବାପୁଜୀ ପଟନାୟକ,ସନ୍ତୋଷ ପଣ୍ଡା ଓ ନିର୍ମଳ ସାହୁଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here