ସପୁରିର ଗୁଣ

0
867

(ନ୍ୟୁଜ ଏକ୍ସଟ୍ରା):ସପୁରିକୁ ନିୟମିତ ଭାବେ ଖାଇଲେ କର୍କଟ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ।
ସପ୍ତାହରେ ଥରେ କିମ୍ବା ଦୁଇ ଥର ଏହାର ରସ ପିଇବା ଭଲ।
ଏଥିରେ ଅଧିକ ମାତ୍ରାରେ ମ୍ୟାଗ୍ନେସିୟମ୍ ଥିବାରୁ ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରିଥାଏ।
ଫାଇବର ମାତ୍ରା ଏହି ଫଳରେ ଅଧିକ ଥିବା ଯୋଗୁଁ ପାଚନ ପ୍ରକ୍ରିୟା ଉତ୍ତମ ରୁହେ।
ସପୁରିର ଆଣ୍ଟିଅକ୍ସିଡାଣ୍ଟ ପାଇଁ ଯୁବତୀମାନେ ଏହାକୁ ଖାଇବା ଭଲ।
ଏହି ଫଳ ଖାଇଲେ ଭୋକବୃଦ୍ଧି ହୁଏ।

LEAVE A REPLY

Please enter your comment!
Please enter your name here