ବାଇକ କାର ଦୁର୍ଘଟଣା ଦୁଇ ଗୁରୁତର

0
469

କୋଦଳା : ଗଞ୍ଜାମ ଜିଲ୍ଲା କୋଦଳା ବାଲି ଢ଼ାବା ନିକଟରେ ଆଜି ସକାଳୁ ସକାଳୁ ବାଇକ କାର ଦୁର୍ଘଟଣା ରେ ବେଗୁନିଆପଡା ବ୍ଲକ ର କେ ନୂଆପୋଲି ଗ୍ରାମର ଅଶୋକ ନାୟକ, ଓ ଜୋଶ୍ନା ନାୟକ ଗୁରୁତର ଅବସ୍ଥା ରେ 108ଦ୍ଵାରା କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଇଥିଲା ଅଶୋକ ର ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଜୋଶ୍ନା ର ମୁଣ୍ଡ କୁ ଗଭୀର ଆଘାତ ଲାଗିଛି, ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣକୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାଁନ୍ତରିତ କରାଯାଇଛି ପ୍ରକାଶ ଥାଉକି ଅଶୋକ ନିଜ ଗ୍ରାମରୁ ବାରସର ଅଭିମୁଖେ ହୋଣ୍ଡା ସାଇନ ଏସ ପି OD25H4997 ଗାଡି ରେ ଯାଉଥିବା ସମୟରେ ଖଲିକୋଟ ଅଭିମୁଖେ ଯାଉଥିବା କାର ସହ ଦୁର୍ଘଟଣା ହୋଇଥିଲା, ଘଟଣା ସ୍ଥଳରେ କୋଦଳା ପୋଲିସ ପହଂଚି ଦୁଇଟି ଗାଡି ଜବତ କରିବା ସହ ତଦନ୍ତ ଚଳାଇଛନ୍ତି

LEAVE A REPLY

Please enter your comment!
Please enter your name here