ଓଡିଶା ମୋ ପରିବାରର ଜୀବନବିନ୍ଦୁ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

0
214

ବ୍ରହ୍ମପୁର :ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ,କରୋନା ମହାମାରୀ ସମୟରେ ରକ୍ତ ଅଭାବ କୁ ଦୂର କରିବା ପାଇଁ, ଆଜି ଅର୍ଥାତ 29-05-2021ତାରିଖ ରେ ମାନ୍ୟବର ବିଧାୟକ ଶ୍ରୀମାନ ବିକ୍ରମ କୁମାର ପଣ୍ଡାଙ୍କ ନେତୃତରେ ଓଡିଶା ମୋ ପରିବାର ର ଜୀବନବିନ୍ଦୁ ତରଫରୁ ପ୍ରାପ୍ତି କଲ୍ୟାଣି ମଣ୍ଡପ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟତଃ ସୁବାଷ ମହାରଣା ,ବିଜୟ ସାମଲ,ମୋଦନ ଦଳାଇ , ସିଲୁ ସାବତ, ବିଶ୍ୱଜିତ ପାତ୍ର, ଅଜିତ ପାଣ୍ଡ ,,ଆଦିତ୍ୟ ପଟନାୟକ, କେ ମଧୁସୂଦନ ରାଓ, ଅଶ୍ୱିନୀ ପଟନାୟକ, ଆଦି ବିଜୁ ଜନତା ଦଳର ବହୁ କର୍ମୀ ଯୋଗଦେଇଥିଲେ । ଏହି କାର୍ଯ୍ୟ କ୍ରମରେ ସ୍ବେଛାକୃତ ଭାବେ 25 ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହୋଇଅଛି | ବିଧାୟକ ସମସ୍ତ ରକ୍ତଦାତା ଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି |

LEAVE A REPLY

Please enter your comment!
Please enter your name here