ସାମ୍ବାଦିକ ମାନଙ୍କୁ ଯଥାଶୀଘ୍ର ଦିଆଯାଉ ଟୀକା; କେଜ୍ରିୱାଲ

0
348

ନୂଆଦିଲ୍ଲୀ: କରୋନା ପ୍ରକୋପ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କଠାରେ ଏକ ଦାବି କରିଛନ୍ତି। ବଢ଼ୁଥିବା ସଂକ୍ରମଣ ମଧ୍ୟରେ ସାମ୍ବାଦିକମାନେ ରିପୋର୍ଟିଂ କରୁଛନ୍ତି ସେଥିପାଇଁ ଫ୍ରଣ୍ଟଲାଇନ ୱାର୍କର୍ସ ଭାବେ ସେମାନଙ୍କୁ ଯଥାଶୀଘ୍ର ଟୀକା ପ୍ରଦାନ କରାଯାଉ। ଏନେଇ କେଜ୍ରିୱାଲ ଏକ ଟ୍ୱିଟ୍ କରିଛନ୍ତି।

LEAVE A REPLY

Please enter your comment!
Please enter your name here