ଉତ୍କଳ ଦିବସରେ ବାଲୁକା ଶିଳ୍ପୀ ସତ୍ୟଙ୍କ ଭେଟି

0
444

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା) ଉତ୍କଳ ଦିବସରେ ବାଲୁକା ଶିଳ୍ପୀ ସତ୍ୟ ନାରୟଣ ମହାରଣା ଏକ ନିଆରା ଢଙ୍ଗରେ କାଠରେ ବାର ଜଣ ବୀର ଓଡ଼ିଆଙ୍କ ପ୍ରତିମୂର୍ତ୍ତି ତିଆରି କରିଛନ୍ତି | ଏହି ବୀର ପୁରୁଷମାନେ ହେଲେ ଗୋପବନ୍ଧୁ ଦାସ(ଉଚ୍ଚତା 2.3cm),ମଧୁସୂଦନ ଦାସ (2.6cm),ବାଜି ରାଉତ(2.5cm),ବିର ସୁରେନ୍ଦ୍ର ସାଏ(2.3cm),କୃଷ୍ଣ ଚନ୍ଦ୍ର ଗଜପତି(3.5cm),ଗଙ୍ଗାଧର ମେହେର(2.6cm),କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ(2.2cm),ଚକରା ବିଶୋୟୀ(2.5cm),ସହିଦ ଲକ୍ଷଣ ନାୟକ(2.3cm),ଜୟୀ ରାଜଗୁରୁ(3.2cm),ରମା ଦେବୀ(2.5cn),କବି ବଳଦେବ ରଥ(2.6cm)|ଆସନ୍ତୁ ସମସ୍ତେ ମିଶି ଆଜି ଏହି ଓଡ଼ିଆ ବୀରମାନଙ୍କୁ ମନେ ପକେଇବା ସହ ସେମାନଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା |

LEAVE A REPLY

Please enter your comment!
Please enter your name here