ଅସ୍ତିତ୍ବ

0
622

କାହିଁ କେଉଁ କାଳରୁ
ଅନ୍ତର୍ମନ ରେ ଅସ୍ତିତ୍ବ ର ସନ୍ଧାନ

ତେଲ ଲୁଣ ର ସଂସାର ରେ
ଜଞାଳମୟ ଜୀବନ ରେ
ଅସ୍ତିତ୍ବ ର ମୃତ୍ୟୁ…………

ଶ୍ଵଶୁର ନ୍କ‌‌‌ କାଇଦା ରେ
ଶାଶୁ ନ୍କ ଶଣ୍ଠଣା ରେ

ପ୍ରତାରିତ ପ୍ରେମିକ ର ମାୟା ଜାଲ ରେ

ଅବା……………….

ପୁରୁଷତ୍ଵ ର ଅହଂକାରେ
ନାରୀ ର ଅସ୍ତିତ୍ବ ମୃତ୍ୟୁ ର ଦ୍ଵାରେ

ନୁଆ ନୀଡ଼ ସଜାଡୁ ଥିବା
ସନ୍ତାନ ମଧ୍ୟରେ
ଜୀବନ ସଂଗ୍ରାମ ରେ ଜଳି
ଅବା ଚିର ବିଶ୍ରାମ ରେ

ସଦା ସର୍ବଦା ଥାଏ ନାରୀ
ଅସ୍ତିତ୍ବ ର ସନ୍ଧାନ ରେ

ବବିତା ପାତ୍ର

LEAVE A REPLY

Please enter your comment!
Please enter your name here