ବନ ବିଭାଗର ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
363

ଆସିକା (ନ୍ୟୁଜଏକ୍ସଟ୍ରା) ସକାଳ 9 ଘଂଟିକା ସମୟଠାରୁ କେନ୍ଦ୍ରୀୟ ବନାଞ୍ଚଳ ଅଧିନସ୍ଥ ଗାଙ୍ଗପୁର ବନପାଳ ଙ୍କ ତତ୍ୱାବଧାନରେ ଆଠଗୋଟି ବନ ସୁରକ୍ଷା ସମିତି ତଥା ମାଳତୀ, ଗୋପନଗର, ବିଞ୍ଜଗିରି, କୁମୁଟି, ପରଶୁଲୁଣ୍ଡା, ମଠସାହି, ଡୁମୁଡୁମି, ସୁନାପଲ୍ଲୀ ବଂଜର ବନ ସୁରକ୍ଷା ସମିତିର ସମସ୍ତ ସଦସ୍ୟ ସଦସ୍ୟା ଙ୍କୁ ଆଠଗୋଟି ଗ୍ରୁପ ରେ ବନ କର୍ମଚାରୀ ଓ ପ୍ରକଳ୍ପ କର୍ମଚାରୀ ଭେଙ୍କଟ ଦୋରା, ସଂତୁନ ସାହୁ, କାଁହୁ ସାହୁ, ସନ୍ତୋଷ ଡାକୁଆ, ପ୍ରଶାନ୍ତ ସାହୁ, ଜିତୁ ମଲ୍ଲିକ, ବିଜ୍ଞାନୀ ବେହେରା ଙ୍କ ସମେତ ସ୍ବେଛାସେବୀ ଅନୁଷ୍ଠାନ ର କୈଳାଶ ଦାସ ଓ ବିଶ୍ଵଜୀତ ବେହରାଙ୍କ ଉପସ୍ଥିତି ରେ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓଡିଶା ବନାଞ୍ଚଳ ଉର୍ଣ୍ଣୟନ ପ୍ରକଳ୍ପ ପର୍ଯ୍ୟାୟ ଦୁଇ ମାଧ୍ୟମରେ ସମ୍ପାଦିତ ହୋଇଥିଲା.

ରିପୋର୍ଟ :ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here