ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ

0
504

ଆସିକା(ଜଗନ୍ନାଥ ସାହୁ) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଘୁମୁସୁର ଜିଲ୍ଲା ଆସିକା ନଗର ପକ୍ଷରୁ ପୁଲ୍ଔମା ଆତଙ୍କବାଦୀ ଆକ୍ରମଣରେ ସହିଦ୍ ବୀର ଯବାନ୍ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି ।ଆସିକା ବିଜୁ ପଟ୍ଟନାୟକ ଛକରୁ ଏକ ରାଲି ଆରମ୍ଭ ହୋଇ ମା ଖମ୍ବେଶ୍ବରୀଙ୍କ ପାଖରେ ସମୂହ ଦୀପ ଦାନ ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମ କୁ ଘୁମୁସୁର ଜିଲ୍ଲା ସଂଯୋଜକ ସ୍ବାଗତ କୁମାର ତ୍ରିପାଠୀ ଓ ନଗର ସଂପାଦକ ଅନିଲ୍ କୁମାର ସ୍ବାଇଁ ପରିଚାଳନା କରିଥିଲେ । ସହ ସଂପାଦକ ସୁନୀଲ ମୁନୀ,ସାର୍ଥକ ଜେନା, ଅନିଲ ପାଢୀ, ଘୁମୁସର ଜିଲ୍ଲା ରାଷ୍ଟ୍ରୀୟ କଳାମଞ୍ଚ ପ୍ରମୁଖ ପ୍ରଣିତା କୁମାର ପାଢ଼ୀ, ରୁଚିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here