ସହିଦ ଯବାନଙ୍କ ମଧ୍ୟରୁ ୨ ଓଡିଆ

0
539

ଭୁବନେଶ୍ୱର:ଗତକାଲି ଲଦାଖ୍ ଗାଲୱାନ୍ ଘାଟିରେ ଭାରତ –ଚୀନର ଯବାନ ମୁହାଁମୁହିଁ ହୋଇଥିଲେ । ଏହି ସଂଘର୍ଶରେ ୨୦ ଜଣ ଯବାନ ସହିଦ ହୋଇଥିଲେ । ଉକ୍ତ ୨୦ ଜଣ ଯବାନଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଯବାନ ଥିବା ସୂଚନା ମିଳିଛି । ଦୁଇ ଜଣଙ୍କ ମଧ୍ୟରେ ଜଣେ କନ୍ଧମାଳ ଜିଲ୍ଲା ରାଇକିଆର ୨୮ ବର୍ଷିୟ ଚନ୍ଦ୍ରକାନ୍ତ ପ୍ରଧାନ।୨୦୨୦ ଫେବ୍ରୁଆରୀରେ ଲଦାଖରେ ତାଙ୍କର ପୋଷ୍ଟିଂ ହୋଇଥିଲା । ଅନ୍ଯଜଣେ ମୟୁରଞ୍ଜର ରାଇରଙ୍ଗପୁରର ନନ୍ଦୁ ରାମ ସୋରେନ୍। ସେ ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ । ଦୁଇ ଓଡ଼ିଆଙ୍କ ସହିଦ ଖବର ଆସିବା ପରେ ଗାଁରେ ଶୋକାକୂଳ ପରିବେଶ ଦେଖାଦେଇ ଥିବାବେଳେ ଆସନ୍ତାକାଲି ମରଶରୀର ଆସି ପହଞ୍ଚିବା ନେଇ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here