ବିଶ୍ୱରେ ୨୬ ଦେଶ କରୋନା ମୁକ୍ତ

0
434

କରୋନ ସହ ସମଗ୍ର ବିଶ୍ୱ ଲଢେଇ କରୁଥିବା ବେଳେ ବିଶ୍ୱ ପାଇଁ ଖୁସି ଖବର ଆସିଛି। ନ୍ୟୁଜିଲାଣ୍ଡ ସମେତ ଏହି ୨୫ଟି ଦେଶ କରୋନ ମୁକ୍ତ ହୋଇଛନ୍ତି।ସୂଚନା ଅନୁସାରେ କରୋନା ସଂକ୍ରମଣ ମୁକ୍ତ ହୋଇଥିବା ଦେଶ ତାଲିକାରେ ନ୍ୟୁଜିଲାଣ୍ଡ, ଆଇଲ ଅଫ ମ୍ୟାନ, ମୋଣ୍ଟେନେଗ୍ରୋ, ଫେରୋ ଆଇଲାଣ୍ଡ, ଟ୍ରିନିଦାଦଟ-ଟବାଗୋ, ଅରୁବା, ଫ୍ରେଞ୍ଚ ପଲିନେସିଆ, ମାକାଓ, ଏରିଟ୍ରିଆ, ଟିମୋର-ଲେଷ୍ଟେ, ନ୍ୟୁ କାଲେଡୋନିଆ, ଲାଓସ, ଫିଜି, ସେଣ୍ଟ କିଟ୍ସ ଆଣ୍ଡ ନେବିସ, ଫାଲ୍କଲାଣ୍ଡ ଆଇଲାଣ୍ଡ, ଗ୍ରୀନ୍‌ଲାଣ୍ଡ, ଟର୍କସ ଆଣ୍ଡ କାଇକୋଜ ଆଇଲାଣ୍ଡ୍‌, ଭଟିକାନ ସିଟି, ମାଣ୍ଟେରାଟ, ସିସିଲି, ବ୍ରିଟିଶ ଭର୍ଜିନ ଆଇଲାଣ୍ଡ, ପପୁଆ ନିୟୁ ଗିନି, କାରାବିଆନ ନେଦର୍ଲାଣ୍ଡ, ସେଣ୍ଟ ବାର୍ଥ, ଆଙ୍ଗୱିଲା ଏବଂ ସେଣ୍ଟ ପିୟରେ ମିକ୍ୱାଲୋନା ।

LEAVE A REPLY

Please enter your comment!
Please enter your name here