ବ।ସି ଭାତରେ ବର। ତିଆରି କରନ୍ତୁ

0
875

(ନ୍ୟୁଜ୍ ଏକ୍ସଟ୍ର। ବ୍ୟୁରୋ) : ପ୍ରସ୍ତୁତି ସ।ମଗ୍ରି :- ବାସି ଭାତ, ଗାଜର, ଅଦା ଓ ରସୁଣ ପେଷ୍ଟ, କିଛି ଗ୍ରିନ ମଟର, କିଛି କଟା ବନ୍ଧା କୋବି, କ୍ୟାପସିକମ, ପିଆଜ, କଞ୍ଚା ଲଙ୍କା, ହଳଦୀ ଓ ଲଙ୍କା ଗୁଣ୍ଡ୍ , ଗରମ ମସଲା, କିଛି କର୍ଣ୍ଣଫ୍ଲୋର, ମଇଦା ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣ।ଳି :- ବାସି ଭାତରେ ପାଣି ନ ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ । ପରେ ଏକ ପାତ୍ରକୁ କାଢି ସେଥିରେ ଗାଜର, ଅଦାରସୁଣ ପେଷ୍ଟ, କିଛି ଗ୍ରିନ ମଟର, କିଛି କଟା ବନ୍ଧା କୋବି, କ୍ୟାପସିକମ, ପିଆଜ, କଞ୍ଚା ଲଙ୍କା, ହଳଦୀ, ଲଙ୍କା ଗୁଣ୍ଡ, ଗରମ ମସଲା, କିଛି କର୍ଣ୍ଣଫ୍ଲୋର, ମଇଦା ଓ ସ୍ୱାଦ ଅନୁସାରେ ଲୁଣ ମିଶାଇ ଚକଟି ଦିଅନ୍ତୁ । ଏହାକୁ ଛୋଟ ଛୋଟ ଗୋଲକ ଆକାରର କରି ତେଲରେ ଛାଣନ୍ତୁ । ଏହା ପରେ ଏକ ଟିସ୍ୟୁ ପେପର ଉପରେ ରଖି ଏକ ପାତ୍ରକୁ ଗୋଲକ ସବୁ କାଢି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲ। ବ।ସି ଭାତରେ ତିଆରି ବରା । ଏହାକୁ ଆପଣ ପୋଦିନା ଚଟଣୀ ସହ ଖାଇପାରିବେ ।

LEAVE A REPLY

Please enter your comment!
Please enter your name here