ଅଜଣା ଗାଡି ଧକ୍କାରେ ବିରଳ କୃଷ୍ଣସାର ମୃଗ ମୃତ।

0
655

ଦିଗପହଣ୍ଡି,୨୭/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଅଜଣା ଗାଡି ଧକ୍କାରେ କୃଷ୍ଣସାର ମୃଗ ମୃତ। ଦିଗପହଣ୍ଡି ଠାରୁ ବ୍ରହ୍ମପୁର 17ନମ୍ବର ରାଜ୍ୟ ରାଜପଥରେ ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଦିଗପହଣ୍ଡି ବନବିଭାଗ ପକ୍ଷରୁ ମୃତ ମୃଗଟିର ମରଶରୀର ଉଦ୍ଧାର କରାଯାଇଛି।

LEAVE A REPLY

Please enter your comment!
Please enter your name here