ସଂଘରୋଧ କେନ୍ଦ୍ରରେ ସାବିତ୍ରୀ ବ୍ରତ ପାଳନ କଲେ ୧୨ ମହିଳା

0
413

ଜଗନ୍ନାଥପ୍ରସାଦ(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବିଡ଼ିପୁର ଗ୍ରାମରେ ଥିବା ୩ ସଙ୍ଗରୋଧ ଗୃହରେ ପ୍ରବାସୀ ମହିଳା ମାନେ ଆଜି ସାବିତ୍ରୀ ବ୍ରତ କରିଥିଲେ। ସରପଞ୍ଚ କୃଷ୍ଣଚନ୍ଦ୍ର ରଥ ପୂଜାରୀ ଏଥିରେ ସବୁ ଦାୟିତ୍ୱ ତୁଲାଇଥିଲେ। ଫଳରେ ଗ୍ରାମର ୩ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଥିବା ୧୨ ମହିଳା ସାବିତ୍ରୀ ଅମାବାସ୍ୟା ପୂଜା କରିପାରିଛନ୍ତି। ଏମ୍‌ପି ପ୍ରତିନିଧି ବିପ୍ର ଚରଣ ବାରିକ ବ୍ରତ ପାଇଁ ଆବଶ୍ୟକ ଜିନିଷ ପତ୍ର ସହାୟତା ଯୋଗାଇ ଦେଇଥିଲେ।

LEAVE A REPLY

Please enter your comment!
Please enter your name here